STORYMIRROR

Devipriya Das

Action Classics Inspirational

3  

Devipriya Das

Action Classics Inspirational

କାର୍ତ୍ତିକ ପୂର୍ଣ୍ଣିମା

କାର୍ତ୍ତିକ ପୂର୍ଣ୍ଣିମା

1 min
286

ମାସଙ୍କ ମଧ୍ୟେ ମାସ ସାର୍

କାର୍ତ୍ତିକ ମାସ ନାମ ତାାର

ଵାର  ମାସର କୃତ୍ୟ ପାପ

ଏ ମାସେ  ହୋଇ ଥାଏ ଲୋପ।

ସମସ୍ତ ପାପ  ଯାାଏ ଧୋଇ

କାର୍ତ୍ତିକ ପୂଣ୍ୟ ଫଳ ପାଇଁ।

ପବିତ୍ର ଆଚରଣ କରି

ରହନ୍ତି ସର୍ବ ନରନାରୀ।

ଆମିଷ କରିଣ  ବର୍ଜନ

ସ୍ଵାାତ୍ତିିକ କରିଣ ଭୋଜନ

କରିଣ ନାନା ଦାନ ଧର୍ମ

ଆଚରି ଥାନ୍ତ୍ତି ପୂଣ୍ୟ କର୍ମ।

ପ୍ରଭାତୁ ସ୍ନାହାନ ଶୈୈଚ ହୋୋନ୍ତି

ଭଗବତ ଯେ ପଢିଥାନ୍ତି

ଅଥବା କାର୍ତ୍ତିକ ମାହାତ୍ମ୍ୟ

ପଢି ହୁଅନ୍ତି କୃତ୍ୟ କୃତ୍ୟ।

ଶୁକ୍ଳ ଏକାଦଶୀ ଦିନରୁ

ପଞ୍ଚୁକ ପାଳନ ସକାଳୁ।

ସ୍ନାନାହ କର୍ମ ଆଦି ସାରି

ପଞ୍ଚ ମୁରୁୁଜେ ଝୋଟି କରି

ଵୁରୁୁୁୁନ୍ଦ୍ଦା ବତୀ ଚୈରା କୁ

ମଣ୍ଡନ କରିିିଥାନ୍ତି ତାକୁୁ।

ମହାମନ୍ତ୍ର କୁ କରିଣ ଉଚ୍ଚାରଣ

ଲୋକଯେ କରନ୍ତି କୀର୍ତ୍ତନ।

କାର୍ତ୍ତିକ ପୂର୍ଣ୍ଣିମା ଦିନ

ବ୍ରତ କରନ୍ତି ଉଦ୍ ଯାପନ।

ପ୍ରଭାତୁ ଶଯ୍ୟା କରି ତ୍ୟାଗ

ହସ୍ତେ କାଗଜ ଡଙ୍ଗାଟିଏ ଧରି

ନଦୀ ପୁଷ୍କରିଣୀ ପାଶ

ଗମନ୍ତ୍ତୀ  ହୋଇଣ ହରଷ।

ଶୀତଳ ଜଳରେ  ସାରି ସାହାନ

ଡଙ୍ଗାରେ ଥୋଇ ଗୁୁଆପାାନ।

ଆବୋର ଭୋଗ  ଥୋଇ ଦେଇ

ଦୀପ ଗୋଟିଏ ଯେ ଜଳାାଇ

ମୁଣ୍ଡ୍ଡିଆ  ମାରିି ଆଃ କା  

ମା ଵୈ ପାନ ଗୁଆ ଥୋଇ

ଡଙ୍ଗାଗା  ଭସାାନ୍ତି ଏହା କହି।

ପାନ ଗୁଆ ଯେ ଅଟେ ତୋର

ମାସକ ଯାକ  ଧର୍ମ ମୋର।

ଆନନ୍ଦେ ଡଙ୍ଗା ଦେନ୍ତି ଛାଡି

ଶ୍ରୀ ହରି  ନାମେ ମାାରି ତାଳି।



Rate this content
Log in

Similar oriya poem from Action