Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Devipriya Das

Tragedy


3  

Devipriya Das

Tragedy


ଭୁଲ ଠିକଣା

ଭୁଲ ଠିକଣା

1 min 229 1 min 229

ତମେ ତ ଥିଲ ମୋ

ପାଇଁ ଠିକ୍ ଠିକଣା

 ହେଲେ ତମ ଛଳନା 

ପ୍ରେମରେ ଥିଲା ଯେ

ଏତେ ଧୋକା  ତାହା

କେବେ ବି ମୁଁ କରିିିଲିନି

 ଚେଷ୍ଟା  ବୁଝିବାକୁ ଏ କି

ମୁଁ ଥିଲି ସବୁବେଳେ ଭୁୁଲ ଠିକଣା।

ତମକୁ ସିିିନା ମୁଁ ପାାଉ ଥିଲି 

ଭଲ ଦେଇ ମୋ ହୃଦୟ

ହେଲେ ତମ ପ୍ରେମରେ

ଥିଲା ଖାଲିି ଜନ୍ତା।

ମୋ ଭାବୁ ଥିବା ଠିକ୍ ଠିକଣା

ହେବ  ଵୋଲିି ଦିନେ 

ମୋ ଜୀବନ ର ଓ

ମୋ ସପନର ଭୁୁ୍ଲ

ରାସ୍ତା ତାହାର ମୁଁ

 କେବେ କରି ନଥିିଲି କଳନା।



Rate this content
Log in

More oriya poem from Devipriya Das

Similar oriya poem from Tragedy