Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Devipriya Das

Romance Action Inspirational

3  

Devipriya Das

Romance Action Inspirational

ଆସିଛି ହୋଲି

ଆସିଛି ହୋଲି

1 min
172


ଆସିଛି ହୋଲି ବରଷକେ ପୁଣି

 କେତେ ଯେ ଆଶା ଓ ଆକାଂକ୍ଷା ନେଇ।

ଫଗୁ ର ଖେଳ ଖେଳି ସମସ୍ତଙ୍କ

ମଧ୍ୟ ରେ ଏକ ଭାତୃତ୍ବ ଭାବ

ମନ ଓ ପ୍ରାଣରେ କରିବା ପାଇଁ ଜାାଗ୍ରତ

ଆସିଛି ଏହି ରଙ୍ଗର ପର୍ବ ହୋଲି।

ସବୁ ରାଗ ରୁଷା ଓ ଅଭିମାନ କୁ

ମନରୁ ପୋଛିି ସମସ୍ତଙ୍କ ମଧ୍ୟରେ

ବାାଣ୍ଟିିିବା ପାଇଁ ସେନେହ ପ୍ରୀତି 

ଆସିଛି ଏ ଫଗୁର ପର୍ବ ହୋୋଲି।

ହେେଲେ କରେ ମୁଁ ଏତିକି ବିନତୀ

ଖେେଳ ନାହିଁ ବିଷାକ୍ତ ରଙ୍ଗର ହୋରି

କି ବରଣ ନ କର ବିଭିନ୍ନ ରୋଗକୁ

ଏତିକି ସଭିଙ୍କ ପାଖରେ ମୋ ଗୁହାରି। 

ଖୁୁୁସି ଓ ଭାତୃତ୍ବ ବନ୍ଧନର ପର୍ବ ଏ ହୋଲି

ତେେଣୁ ଖୁସି ଓ ଆନନ୍ଦ ମନରେ

ଏହାକୁ ପାଳନ କର ହୋଇ ଏକାଠି।



Rate this content
Log in

Similar oriya poem from Romance