STORYMIRROR

Devipriya Das

Horror Action Classics

3  

Devipriya Das

Horror Action Classics

ଏକତା ର ମହତ୍ତ୍ଵ

ଏକତା ର ମହତ୍ତ୍ଵ

1 min
225

ଆସରେ ଆସରେ ମୋ ଦେଶର

ସମସ୍ତ ଭାଇଭଉଣୀ ହୋଇ ଆମେ

ଏକତ୍ରିତ ଏ ମହାମାରୀ କୋରୋନାକୁ

କରିବା ଆମେ ଆମ ସମାଜରୁ ବିଲୋପ।

ଆମ ଅସାଭଧାନତା ଆଉ ଖାମ୍ଖିିିୟାାଲ ଗୁଣ

ପାଇଁ ଏବେ ଆମେ ହେଉଛେ ହଟହଟା।

ଚାଲ ସମସ୍ତେ ଆମେ ହେବା ସଚେତନତା

ଧୋଇବା ହାତକୁ ଆମେ ବାରମ୍ବାର ଲଗେଇ ସାବୁନ୍।

ତା ସହ ପୁଣି କରିବା ବ୍ୟବହାର ସାନିଟାଇଜରର।

ମୁହଁ ରେ ଲଗେଇବା ପୁଣ ମାାସ୍କ ରଖିବା ନିଜ

ଭିତରେ ପୁଣି ସାମାଜିକ ଦୂରତା ।

ଅତ୍ୟନ୍ତ ଦରକାର ନ ପଡ଼ିଲେ ନଯାଇ ଆମେ ବାହାରକୁୁ

ରହିିିଣ ଘର ଭିତରେ ହେବା ଆମେ ସୁରକ୍ଷିତ।



Rate this content
Log in

Similar oriya poem from Horror