STORYMIRROR

Devipriya Das

Tragedy

2  

Devipriya Das

Tragedy

ଚିଠି

ଚିଠି

1 min
109

ରହିଛି ମୁଁ ଦୂର ସମସ୍ତଙ୍କ ଠାରୁ

ବାପାମାଆ ଭାଇଭଉଣୀ ଙ୍କ

ଠାରୁ ଏବେ ମୁଁ ଅନେକ ଦୂରରେ।

ପାଠ ପଢି ବଡମଣିଷ ହେବାର

ସପନ ମୋତେ କରିଛି 

ମୋ ପରିବାର ଠୁ ଦୂର।

ହେଲେ  ଥିିିଲେ ଥାଏ 

ପଛେ ତାଙ୍କ ଠୁ ମୁଁ

ଯେତେ ଦୂର ସର୍ବଦା

ସେମାନେ ମୋ ହୃଦୟ ରେ

ପାାଖରେ ଅଛନ୍ତି ଓ  ସର୍ବଦା

ମୋ ପାଖରେ ରହିବେ।

ପୁୁୁଣି ପ୍ରତି ସପ୍ତାହରେ

ବାପା ମୋ ପଠାନ୍ତି 

ଚିଠି ମୋ ପରିବାର ର

ଭଲମନ୍ଦ  କଥା ସେଥିରେ  ଲେଖି।

ସେଥିରେ ପୁଣି ଜାଣିବାକୁ 

ଚାହାନ୍ତି  ମୋ ଭଲମନ୍ଦ

ଓ  ପାଠପଢ଼ା କଥା।

ଏ  ଚିଠି ତ ନୁହେଁ 

ମୋ ପରିବାର ସହ ପାଖରେ

ରହିବାର ତାଙ୍କ ପାଖରେ ମାଧ୍ୟମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy