Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoja kumar Pattnayak

Abstract Tragedy Children

4.0  

Manoja kumar Pattnayak

Abstract Tragedy Children

ଗୁରୁ ଦିବସ

ଗୁରୁ ଦିବସ

1 min
151


ଗୁରୁଙ୍କ ବାଣୀ ମହା କଷଣୀ

ମନ ଦେଇ ଶୁଣ ଭାଇ ଭଉଣୀ l


ଗୁରୁଙ୍କ ପାଦକୁ ମୁଣ୍ଡରେ ଛୁଇଁ

ପାଠ ପଢୁଥିବା ମନେ ଲଗାଇ l


ଗୁରୁଙ୍କ କଥାକୁ ମଣିବ ଯେବେ

ଭଲ ପିଲା ଟିଏ ହୋଇବ ତେବେ l


ଗୁରୁ ଙ୍କୁ ପୂଜିବା ଦେଇ ଫୁଲ ଚନ୍ଦନ

ସବୁବେଳେ ମାନେ ଥାଉ ସନ୍ନମାନ l


ଜ୍ଞାନ ବାଣ୍ଟୁ ଥାନ୍ତି ହୋଇ ହରଷ

ଗୁରୁ ଙ୍କର ବାଣୀ ସୁନା କଳସ l


କୃପାମୟ ସେ କୃପା ସାଗର

ଜ୍ଞାନର ଭଣ୍ଡାର ତାଙ୍କ ପାଖେ ଅପାର l


ଗୁରୁ ହୋଇ ଥାନ୍ତି ଦେବତା ତୁଲ୍ୟ

ତାଙ୍କ ସଙ୍ଗେ କେବେ ନକର ଧ୍ୟେୟ l


ପିତା ମାତା ପରି ଗୁରୁ ଅଟଇ

ତାଙ୍କରି ଶିକ୍ଷ୍ୟା ଦିକ୍ଷ୍ୟାକୁ ପାଇ l


ଗୁରୁ ଙ୍କର ସଦା ରଖିବ ଟେକ

ସଦା ବେଳେ ତାଙ୍କୁ ମନରେ ରଖ l


ଗୁରୁ ଆମ ପାଇଁ ସଦା ସର୍ବସ୍ବ

ତାଙ୍କ ଲାଗି ବଢେ ଆମର ଯଶ l


ଦେବଦୂତ ସାଜି ଗୁରୁ ଆସନ୍ତି

ଆମକୁ ସୁନ୍ଦର ରାସ୍ତା ବତାନ୍ତି l


ପିତା ମାତା ଗୁରୁ ଆମ ଦେବତା

ସେ ପରା ଆମର ଜୀବନ ଦାତା ।


Rate this content
Log in

Similar oriya poem from Abstract