STORYMIRROR

Suresh chandra Padhy

Abstract

3  

Suresh chandra Padhy

Abstract

ବିରହୀଣୀ ପ୍ରିୟା

ବିରହୀଣୀ ପ୍ରିୟା

1 min
149

ମୁଁ ତୁମର ବିରହୀଣୀ ପ୍ରିୟା 

ତୁମେ କହୁଥିଲ ମୁଁ ହେଲେ ତନୁ

ତୁମେ ମୋ ଛାୟା

ତୁମରି ବିଛେଦ ଭାରି ବାଧୁଛି

ବୀରହିଣୀ ପ୍ରିୟା ତୁମ ପାଇଁ ଝୁରୁଛି

କେଉଁ ଅପରାଧେ ତୁମେ ପର କରିଦେଲ

ମୋ ଜୀବନ ରୁ ତୁମେ ଦୁରେଇ ଗଲ

ତୁମକୁ ମୁ ପ୍ରାଣ ଭରି ଭଲ ପାଉଥିଲି

ତୁମରି ବିଛେଦ ରେ ଆଜି ଝୁରି ମରିଲି

ପ୍ରେମର ମୂଲ୍ୟ କୁ ତୁମେ ନ ବୁଝିଲ

ମୋତେ କନ୍ଦାଇ କନ୍ଦାଇ କି ସୁଖ ପାଇଲ

ମୋ ସହ ତୁମେ କପଟ କରିଥିଲ

ପ୍ରେମ ନାଁ ରେ ପ୍ରତାରଣା ତୁମେ ଦେଲ

ତୁମରି କଥା ଭାବି ଭାବି ବିତି ଯାଏ ମୋ ରଜନୀ

ବିରହୀଣୀ ପ୍ରିୟା ତୁମ ଝୁରି କଣ୍ଟା ହେଲାଣି

ତୁମରି ବିରହ ଜ୍ୱାଳାରେ ମୁଁ ଜଳୁଛି

ବିରହରେ ତୁମର ଦିନ ରାତି ବିତୁଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract