ଗେଲେଇ ସୁନା
ଗେଲେଇ ସୁନା
କାଏ ମହାନି ଲଗେଇ ଦେଇଛୁ
ନାଇଁ ରହି ପାରୁଛେ ତୋର ବିନା
କାଏଜେ ମତେ ଏତେ ତଡ଼ପଉଛୁ
କହରେ ମୋର୍ ଗେଲେଇ ସୁନା ।
ତୁଇ ମୋର୍ ପାଶେ ନାଇଁ ନ ବଲି
ଲାଗୁଛେ ମତେ ଛିନା ଛିନା
ପାସକେ ଆସି କହିଦେ ମତେ
ନାଇଁ ବଞ୍ଚି ପାରେ ବଲି ତୁମର ବିନା ।
ମୋର୍ ଏନ୍ତା କାହିଁ ପାଏବୁ
ମତେ କେଁଜେ କରୁଛୁ ମନା
ମୋର୍ ହେଇ କରି ରହେବୁ ଆ
ଆଉ ନାଇଁ କର ନ ବେସି ବାହାନା ।