STORYMIRROR

DAYANAND SABAR

Drama Romance Tragedy

3  

DAYANAND SABAR

Drama Romance Tragedy

ବୁଝୁନି ଏ ମନ

ବୁଝୁନି ଏ ମନ

1 min
224


ମନେ ପଡୁଅଛି ତୁମ ସ୍ମୃତି ସବୁ

ମନେ ପଡୁଅଛି ତୁମ ଅଝଟ ଅଲି

ତୁମେ ଥିଲ ମୋ ପ୍ରେମିକା 

ମୁ ତୁମର ପ୍ରେମିକ ଥିଲି


କାହା ହାତ ଧରି ଛାଡ଼ି ଗଲ ମତେ

କାହିଁକି ସାଥି ମତେ ଗଲ ଭୁଲି

ଏ ଦୁନିଆ ଅନ୍ଧାର ଲାଗୁଛି ଆଜି

କେମିତି ତୁମ ବିନା ପାରିବି ଚାଲି


ମନେ ପଡୁଛି ତୁମ ସହ 

ବିତେଇ ଥିବା ସବୁ ଦିନ

କେମିତି ବଞ୍ଚିବି କହି ଦିଅ ଥରେ

ତୁମ ବିନା ବୁଝୁନି ଏ ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama