Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mojaffar Khan

Drama Classics Fantasy

4.0  

Mojaffar Khan

Drama Classics Fantasy

ଯାହାଙ୍କ ଲାଗି ଆସିଛ ବନ୍ଧୁ

ଯାହାଙ୍କ ଲାଗି ଆସିଛ ବନ୍ଧୁ

1 min
202


ଯାହାଙ୍କ ଲାଗି ଆସିଛ ବନ୍ଧୁ

   ଏହି ଦୁନିଆ ବୁକେ,

ସିଏ ତ' ବାପା ମଣିଷ କରେ

  ଓପାସେ ପଡି ଭୋକେ l


ହାତକୁ ଧରି କାନ୍ଧେ ବସାଇ

  ମେଳା ବୁଲାଏ କେତେ,

ଅଳି 'ଅଝଟ ନାଲି ଆଖିରେ

    ଆକଟ ପଣ ସେତେ l


ରକତ ପାଣି କରି ପଢ଼ାଏ

  ପୁଅକୁ ଯେତେ ପାଠ,

ଧାର ଉଧାର କରଜେ ବୁଡି

    ଘରର ମେରିଖୁଣ୍ଟ l


ମାଆ ' ଗଲାଣି କେବେଠୁ ଛାଡି

    ଗାଁ ' ରେ ବାପା ଏକା,

ଚଳୁନି ପାଦ ଦୁଶୁନି ବାଟ

   ପୁଅର ନାହିଁ ଦେଖା l


ଏମିତି ପୁଅ ବଦଳି ଗଲା

   ମରୀଚିକାକୁ ଦେଖି,

ମୋ ' ଭଳି ଦିନେ ତୁ' ବି ଭୋଗିବୁ

ଦୁନିଆ ହେଲା ସାକ୍ଷୀ ।


Rate this content
Log in

Similar oriya poem from Drama