STORYMIRROR

Swatishree Pandit

Drama Classics Inspirational

3  

Swatishree Pandit

Drama Classics Inspirational

ଆପଣା ଡାକ

ଆପଣା ଡାକ

1 min
108

ଆପଣ ଡାକ ତୁମର

କରିଦେଲା ଆପଣାର

ଛନ୍ଦିଦେଲା ଆପଣାପଣରେ

ସଜ ଗୋଲାପର

ସଜ ପାଖୁଡ଼ା ପରି

ରୂପ ସୌନ୍ଦର୍ଯ୍ୟରେ

ମନ ନେଲ ମୋ ମୋହି

ପ୍ରେମର ପ୍ରଜାପତି

ଉଡେ ନିତି

ଚାରିପାଖେ ମୋ

ମନ ହୁଏ ବ୍ୟାକୁଳ

ଶୁଣିବାକୁ ଡ଼ାକ ଆପଣ

ହୃଦସ୍ପନ୍ଦନ କରେ ଆବାହନ

ରୋମାଞ୍ଚ ଭରା ସ୍ପର୍ଶ ତୁମର

ପାଗଳ ସଦା ମନ ମୋର

ପ୍ରେମ ନିବେଦନ କରିବାକୁ ମନ 

ବିବେକ ସାଜିଛି ଆଜି

ପ୍ରତିବନ୍ଧକ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama