STORYMIRROR

Prasanta Kumar Behera

Drama

3  

Prasanta Kumar Behera

Drama

ନିଦ୍ରା ମାଲ୍ୟାଣୀର ସ୍ତୁତି ....

ନିଦ୍ରା ମାଲ୍ୟାଣୀର ସ୍ତୁତି ....

1 min
224


ଚ଼ନ୍ଦ୍ର ବଦନୀର 

       ଚ଼ନ୍ଦ୍ରିକା ଆବେଶେ


ତନ୍ଦ୍ରା କୁହୁଡ଼ି 

         ଆଚ୍ଛନ୍ନ କଲା


ଧୀରେ, ପୁଣି କ୍ଷିପ୍ରେ

        ଅଂଚଳ ମେଲି


ନିଦ୍ରା ମାଲ୍ୟାଣୀ

        ତୋଳି ନେଲା l


ସ୍ୱପ୍ନ ଇନ୍ଦ୍ରପ୍ରସ୍ଥେ 

      ହୀରକ ବେଦୀରେ


ଶୋଭା ପାଉଥିଲ 

          ତୁମେ,


ଜାଗରଣେ ତୁମେ

        ଅରୁନ୍ଧତୀ ତାରା


ସହଜ ସୁନ୍ଦରୀ 

          ସ୍ୱପ୍ନେ l


ମଲ୍ୟାଣୀ ଗୋ' ------- !

         ପ୍ରେମ ଅଶ୍ରୁ ଜଳ


ଢାଳି ଦେଲି 

       ପାଦେ ତୋ'ର,


ତୋ କୃପାରୁ ସିନା

      ଏଇ ପ୍ରେମଯୋଗୀ


ସ୍ୱପ୍ନ ବୃନ୍ଦାବନେ

      ରସ ରାଜ ନଟବର l


***************************


Rate this content
Log in

Similar oriya poem from Drama