STORYMIRROR

Papu parida

Drama Classics Others

3  

Papu parida

Drama Classics Others

କବି ଓ କବିତା

କବି ଓ କବିତା

1 min
253

କବିର କବିତା ଲେଖକର ଗଳ୍ପ

ଆନ୍ଦୋଳିତ ହୁଏ ମନ ଅଳ୍ପ ଅଳ୍ପ।

ସ୍ୱଳ୍ପ ଶବ୍ଦ ମଧ୍ୟେ ବିରାଟ ପରିଧି

ବଦଳେଇପାରେ ତୁମ ଗତିବିଧି।

ଶବ୍ଦର ଫୁଲରେ ଗୁନ୍ଥି ଫୁଲମାଳ

ସାହିତ୍ୟକୁ ଆମ କରନ୍ତି ଉଜ୍ବଳ।

ଶବ୍ଦ ବାକ୍ୟ ମଧ୍ୟେ କଟଇ ଜୀବନ

ରୁଦ୍ଧିମନ୍ତ କରେ ପାଠକର ମନ।

ନିଜେ ପ୍ରେମିକ ଓ ଶବ୍ଦକୁ ପ୍ରେମିକାଟେ କରି

ପ୍ରେମ ବାଣ୍ଟିଚାଲେ ତାକୁ ସ୍ନେହେ ସ୍ପର୍ଶ କରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama