STORYMIRROR

Papu parida

Drama Romance Classics

3  

Papu parida

Drama Romance Classics

ତୁ

ତୁ

1 min
206

 ଲୋକେ ଖୋଜୁଛନ୍ତି ତୋତେ ମୋ କବିତାରେ

କିପରି କହିବି ସଭିଙ୍କୁ ବୁଝେଇ କା' ଲାଗି ପାଗଳମୁଁ

ଚନ୍ଦ୍ରମା ଜୋଛନାରେ ତୁ

ପ୍ରତିମା ମୂର୍ଚ୍ଛନାରେ ତୁ

ଉର୍ମିର ଢେଉରେ ବି ତୁ

କୋଇଲି କୁହୁ ରେ ବି ତୁ

ସୁମନ ସୁରଭିରେ ତୁ

ସରିତା ପୁରବୀରେ ତୁ

ନିଶାର ଶାନ୍ତିରେ ବି ତୁ

ଅଲିଭା ସ୍ମୃତିରେ ବି ତୁ

ସମ୍ପୂର୍ଣ୍ଣା ପ୍ରକୃତିରେ ତୁ

ସାଧନା ସଂସ୍କୃତିରେ ତୁ

ମୌସୁମୀ ବର୍ଷାରେ ବି ତୁ

ମୟୂରୀ ତୃଷ୍ଣାରେ ବି ତୁ

ନିର୍ଝରୀ ରାଗିଣୀରେ ତୁ

ଅନନ୍ୟା କାହାଣୀରେ ତୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama