STORYMIRROR

DAYANAND SABAR

Romance Fantasy Inspirational

3  

DAYANAND SABAR

Romance Fantasy Inspirational

ହୁରୁଦ ଭିତରେ

ହୁରୁଦ ଭିତରେ

1 min
200

ଶାମୁକା ଥି ନାଇଁ ଲେଖେ

ସାଗର ଭିତରେ ହଜିଜିବା

ଗୁଲାପ ଫୁଲେ ନାଇଁ ଲିଖେ

କୁହୁଡି ହେଲେ ଝରି ଯିବା ।


କାଗଜ ଥି ନାଇଁ ଲିଖେ

ଧୁକା ଥି ଉଡି ଜିବା

ପଥର ଥି ନାଇଁ ଲିଖେ

ପେନ ଥି ଧୁଇ ହେବା ।


ଲେଖମି ନା କେ ତୋର

ଇ ମୋର୍ ହୁରୁଦ ଭିତରେ

ଯେନ୍ତା ସାରା ଜୀବନ 

ମୋର୍ ଠାନେ ରହିଥିବା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance