Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAYANAND SABAR

Drama Romance Tragedy

3  

DAYANAND SABAR

Drama Romance Tragedy

କେନ୍ତା ବଂଚିବୁ

କେନ୍ତା ବଂଚିବୁ

1 min
237


ମତେ ଛାଡି ଅଲଗା କାହାକେ 

ବିହା ହେଇ ଗଲେ ରେ ଧନ

ମୋର୍ କଥା ଭାଲି ଭାଲି 

ଦିନେ ନାଇଁ ଦିନେ ସିଓର ପସ୍ତାବୁ ।


ଆଘୋ ମତେ ହର୍ମିଶା ଖୁଜୁଥିଲୁ 

ଏଭେ କେଁ ହେଲା ଯେ ଭୁଲିଗଲୁ

ମୋର୍ କଥା ସୋର ପଡିଗଲେରେ

ତୋର ଆଖି ନୁ ପେନ ଝରାବୁ ।


ଆଘୋ କେତେ ବାହାନା କରି ତୁଇ

ମୋର୍ ପାସକେ ଆସୁଥିଲୁ ଧାଇଁ

ଏଭେ ମତେ ଦେଖି ଲୁକି ଦେସୁ ଯେରେ

କେନ୍ତା କରି ମତେ ପାସିରବୁ ।


କେତେନି କେତେ ଭଲ ପାଉଥିଲୁ

ମୋର୍ ହେମି ବଲି କହିଥିଲୁ

ମୋର୍ ଚେହେରା ଛନେ ନାଇଁ ଦେଖଲେ

ଏଭେ କେନ୍ତା ବଞ୍ଚି ପାରବୁ ।


Rate this content
Log in

Similar oriya poem from Drama