STORYMIRROR

DAYANAND SABAR

Drama Romance Tragedy

3  

DAYANAND SABAR

Drama Romance Tragedy

ରସିଆ ବର

ରସିଆ ବର

1 min
205


ମୋର୍ ରସିଆ କହିଥିଲେ କାଲି

ଆଏବେ ପରେ ଆଜି

ଧକ୍ ଧକ୍ କରି ଧଡ଼କୁଛେ ଛାତି

ବାଟ୍ ଦେଖୁଛେ ହେଇ ସାଜି


ପରୁର୍ କହି ଥିଲେ ଆଏମି ବଲି

ହେଲେ ନାଇଁ ପାରଲେ ଆସି

ଏସୁର ଯଦି ହେନ୍ତା କରବେ

ଜିମି ନ ମୁଇ ୠଷି


ଗୁଟେ ଗୁଟେ କରି ମନେ ପଡୁଛେ

ତାକର ସାଙ୍ଗେ ବିତାଲା କଥା

ହସି ମଜାକ ଲାଡ଼ ଗେଲ କରି

ଆଘୋ କରୁ ଥିଲେ ଯେନ ଅଥା


ବାଟ୍ ଦେଖୁଛେ ଆସୁଛନ୍ ବଲି

ଲାଗୁଛେ ବଢ଼େ ଗହକି 

ବଡା ଦିନୁ ନାଇଁ ଦେଖି ତ

ମୋର୍ ମନ ଜଉଛେ ବହକି


ଇଛନ ଆଏବେ ମୋର୍ ଧନ 

ଲାଗୁଛେ ଗୁର୍ଦୁ ଖୁସି

ବାଟ୍ ଦେଖୁଛେ ଉସତ ମନେ

ବାଟ୍ ଦୁଆରେ ବସି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama