STORYMIRROR

DAYANAND SABAR

Drama Tragedy Fantasy

3  

DAYANAND SABAR

Drama Tragedy Fantasy

ମୁଁ ଆଜି ଅଛି ଏକୁଟିଆ

ମୁଁ ଆଜି ଅଛି ଏକୁଟିଆ

1 min
338


ଅନ୍ଧାର ଲାଗୁଛି ଦୁନିଆ ଆଜି

ମୁଁ ଆଜି ଅଛି ଏକୁଟିଆ

ସଭିଏଁ ଆଜି ଛାଡ଼ି ଯାଇଛନ୍ତି

ରାସ୍ତା ଲାଗେ ନିଛାଟିଆ


ଭୁଲ ଅବା ଦୋଷ ଥିଲା ଯଦି ମୋର୍

କ୍ଷମା କରି ଦେବ ଶେଷଥର

ଜନମ ମୋହର ସାର୍ଥକ ନ ହେଲା

ଛାଡି ଗଲେ ସଭେଁ ଆପଣାର


ଦୁନିଆଠୁ ଆଜି ବିଦାୟ ନେଇ

ଯାଉଛି ମଶାଣି ଭୁଇଁ

ପଞ୍ଚତତ୍ୱରେ ଗଢ଼ା ମୋ ଶରୀର

ମିଶି ଯିବ ମାଟି ହେଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama