STORYMIRROR

Swatishree Pandit

Drama Inspirational Others

3  

Swatishree Pandit

Drama Inspirational Others

ଚାଷୀ

ଚାଷୀ

1 min
124


ବରଷ ଯାକର ଖୁସି ଅଖି ମୁଠିରେ

ଅଖି ମୁଠି କାନ୍ଧରେ ଧରି ଚଷା ଭାଇ

କ୍ଷେତକୁ ଯାଏ ଆନନ୍ଦରେ

ସବୁଜ ଶ୍ୟାମଳା ଶସ୍ୟର ଖିଲି ଖିଲି ହସରେ

ମିଟାଏ ସମସ୍ତଙ୍କ ଭୋକ ଶୋଷକୁ

ପ୍ରକୃତିର ବିକଟାଳ ରୂପ

ଆଖି ପଲକରେ ଧଂସ କରିଦେଉଛି 

ଚାଷୀର ସଂଘର୍ଷ ଝାଳ ବୁହା ପରିଶ୍ରମ

ଋଣ ଭାରର କଷାଘାତରେ

ଛୋଟିଆ ସ୍ୱପ୍ନ ଛାରଖାର ହୋଇଯାଏ

ହତୋତ୍ସାହରେ ଆପଣେଇ ନିଏ

ଆତ୍ମହତ୍ୟା ଭଳି ଚରମ ନିସ୍ପପତି

ମାଟିରେ ନିଶ୍ଚିହ୍ନ ହୋଇଯାଏ ଚାଷୀ ଭାଇଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama