STORYMIRROR

Swatishree Pandit

Drama Action Inspirational

3  

Swatishree Pandit

Drama Action Inspirational

ନାରୀ ମୋ କାହାଣୀ

ନାରୀ ମୋ କାହାଣୀ

1 min
146


ମାତୃଗର୍ଭରୁ ଆରମ୍ଭ ମୋ ଯନ୍ତ୍ରଣା

ଯେବେ ମମତା ଓ ଘୃଣା ର ଘଟିଲା ଦୁର୍ଘଟଣା

ଧରଣୀ ରାଣୀ କୋଳରେ ଖେଳାଇଲା ଝୁଲଣା

ସେନେହ ରେ ବଢିଲା ଭରଣପୋଷଣା

ଆରମ୍ଭ ହେଲା ଯେବେ ପାଠ ପଢାର ଝରଣା

ମନରେ ସଂଚିଲା ଅନେକ ସଂଚରଣ

ସମାଜ ଶୁଣାଇଲା ମନ୍ତ୍ରଣା

ଚାଲିଲା ବର ଦେଖଣା

ଯୌତୁକ ରାକ୍ଷସ ଭକ୍ଷଣ କଲେ ଖଜଣା

ହେଲା ସାଥେ ଛଳନା

ଅସାଧୁ ର ନୁହେଁ କାଠ ଖେଳଣା

ଆତ୍ମସମ୍ମାନ ପାଇଁ ଧାରଣା

ସଶକ୍ତି କରଣର ପ୍ରେରଣା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama