STORYMIRROR

Swatishree Pandit

Drama Inspirational Others

3  

Swatishree Pandit

Drama Inspirational Others

ନାରୀ

ନାରୀ

1 min
129

ଦଶମାସ ଦଶ ଦିନର ଯନ୍ତ୍ରଣା

ହସି ହସି ଯାଏ ସହି

ସାଜି ଜନ୍ମଦାତ୍ରୀ

ସେ ନାରୀ ।


ପରିବାରର ସାଜି ଆଶାବାଡ଼ି

ଭଙ୍ଗା ସ୍ବପ୍ନକୁ ବକୁରେଧରି 

ଶିଖାଏ ଯେ ମଣିଷତ୍ବର ପାଠ

ସେ ନାରୀ ।


ଅନ୍ନଦାତ୍ରୀ ସାଜି କ୍ଷୁଧା

ଯେ ମେଣ୍ଟା ଏ

ଏନ୍ତୁଳୀଶାଳରୁ ଶ୍ମଶାନ

ଦେଖାଏ ଯେ ସାହାସ

ସେ ନାରୀ ।


ଯାହାର କଥାରେ ମଳୟ ବହେ

ଐଶ୍ଵର୍ଯ୍ୟରେ ଥାଏ ଗାରିମା

ଯେ ସବୁ ସହିଯାଏ

ମଥା ପାତି

ସେ ନାରୀ ।


ଯାହାର ହାତର ଚୁଡ଼ି 

କହିଯାଏ ଆତ୍ମୀୟତା ର ଭାବ

ପାଦ ପାଉଁଜି କୁହେ

ସଂପର୍କର ବେଡ଼ି

ସେ ନାରୀ ।


Rate this content
Log in

Similar oriya poem from Drama