Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁଭଦ୍ରା ସିଂହ

Drama Romance Classics

3  

ସୁଭଦ୍ରା ସିଂହ

Drama Romance Classics

ରତୀ ରୂପବତୀ

ରତୀ ରୂପବତୀ

1 min
199


ମୋ ପ୍ରେମର ଗାଁ ରେ ଥିଲୁ 

     ତୁ ଯେ ସୂର୍ଯ୍ୟୋଦୟ 

 ସେ ଦୂର ଗିରି କନ୍ଦରର 

     ମଧୁ ଝରା ଜଳ

ତୋ ନଳିନୀ ଆଖିରୁ ଝରେ 

    ନୀଳ ଉର୍ମିମାଳା

ତୋ ଗହନ କେଶର ରଙ୍ଗ 

    ଅନ୍ଧାର ଠୁ  କଳା 

ଏ ଲାଜେଇ କୁମୁଦ କହେ 

    ତୁ ଠା 'ରୁ ଯେ ସ୍ୱେତ 

ଗୋଲାପ ବି ବାଚାଳ ହେଲା

   ପାଇ ତୋ ପରଶ

ତୋ ଘୁଙ୍ଗୁର ର ନିନାଦରେ 

   ହିଆ ପ୍ରକମ୍ପିତ 

ଏଠି ସ୍ୱର ଭୁଲେ ସୁର ରାଣୀ 

    ଶୁଣି ତୋ ପାଉଁଜି ଶବ୍ଦ 

ମୁଁ ପ୍ରେମ ସୌଦାଗର ପ୍ରିୟା 

   ତୁ ରତି ରୂପ ବତୀ

ମୁଁ କନ୍ଦର୍ପ ହୋଇ ରୂପସୀ 

  ତୋ ମନ କୁ ଭଣିବି ।


Rate this content
Log in

Similar oriya poem from Drama