STORYMIRROR

Swatishree Pandit

Drama Action Inspirational

3  

Swatishree Pandit

Drama Action Inspirational

ଇଣ୍ଟରନେଟ ନିଶା

ଇଣ୍ଟରନେଟ ନିଶା

1 min
136

ସମୟର ପ୍ରବଳ ଗତିରେ

ହଜାଇ ନିଜକୁ ଇଣ୍ଟରନେଟ ଦୁନିଆରେ

ଖୋଜେ ମୁଁ ଠିକଣା ଫେସବୁକ ରେ

ଲାଇକ କମେଣ୍ଟ ମିଳିବା ଆଶାରେ

କେତେ ଯେ ଫଟୋ ଅପଲୋଡ଼ କରେ

ଶୁଭ ସକାଳ ଶୁଭ ସନ୍ଧ୍ୟା ଶୁଭରାତ୍ରି ର

ମଧୁର ସମ୍ଭାଷଣ ମୃଦୁ ହସରେ

ହ୍ଵାଟ୍ସପରେ ଭର୍ତ୍ତି ହୁଏ ରେ

ଦିନ ସରିଯାଏ ଷ୍ଟାର୍ଟସ ଦେଖା ରେ

ପାଇବା ହଜାଇବା ଖୋଜିବାର

ସେୟାର କରି ରେ 

କେତେ ଜିନିଷ ହାତଛଡ଼ା କରୁ

ରିଲ୍ସବନାଇ ଇନ୍ଷ୍ଟା ରେ

କେତେ ଯେ ଉପଦେଶ ଦେଉ ରେ

କମ୍ପ୍ଳେନପେଡି ଖୋଲି ଟୁଇଟରରେ

କେତେ ଯେ ଭାଷଣ ଦେଉ ରେ

ପଇସା କମାଇ ୟୁଟ୍ୟୁବରେ

ବାଃ ବା8 ସାଉଁଟାଇରେ

ଏକେ ଉଁ ପ୍ରକାର ବନ୍ଧନ କୁହରେ

ସଂପର୍କ କରେ ସବୁ ଦୂରରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama