STORYMIRROR

Satyanarayan Sahoo

Drama Romance Classics

3  

Satyanarayan Sahoo

Drama Romance Classics

ଚିଠି

ଚିଠି

1 min
153


ଲେଖି ଥିଲି କେତେ ପ୍ରେମର ପତର

ପ୍ରିୟା ପଖକୁ ପଠାଇ

ସାଇତି ରଖିଛି ସବୁ ସମୟରେ

ଗନ୍ଧ ଅତରେ ବୁଡାଇ ।


ମହ ମହ ନିତି ବାସୁଚି ସେ ଚିଠି

ପ୍ରେମର ରୋଷଣୀ ଜାଳି

ପ୍ରିୟତମା ପାଇଁ ନିଜ ମନୋଭାବ

 ଆଦର୍ଶ ଇତ୍ୟାଦି ଧରି ।


ଲେଖା ଚିଠି ପତ୍ର ଦେଇ ଭାବ ଛୁଙ୍କ

ଗନ୍ଧ ଧୂପ ଗନ୍ଧ କାଳୀ

ଚିଠି ପତର ର ଚରୁତା ମଧୁର

କେତେ ସ୍ନେହ ପ୍ରେମ ଢ଼ାଳି ।


ଶରଧା ଅଜାଡ଼ି ଲେଖିଛି ଓଡ଼ିଆ

ଭାଷା ଓ ସାହିତ୍ୟା କ।ରେ 

ମନୋଜ୍ଞ ପ୍ରକାଶ ପାଇଛି ଭାବନା

ଯହିଁ ବର୍ତ୍ତୁଳ ଅକ୍ଷରେ ।




Rate this content
Log in

Similar oriya poem from Drama