ଦୁର୍ଘଟଣା
ଦୁର୍ଘଟଣା


ଜୀବନର ଦୁର୍ଘଟଣା ସବୁ
ଆଖି ସାମ୍ନାରେ ଭାସିଯାଏ।
କେବେ କେବେ ଆନନ୍ଦ
ମନରେ ଖେଳି ଯାଏ ।
ଆଉ କେବେ କେବେ
ଦୁଃଖ ରେ କନ୍ଦାଇ ଦିଏ।
ଦାବାନଳର ଦହନରେ
ମନକୁ ଜଳାଇଦିଏ ।
ଦୁର୍ଘଟଣା ସବୁ ଅତୀତ
ହୋଇ ମନରେ ରହିଯାଏ ।
ଜୀବନର ଦୁର୍ଘଟଣା ସବୁ
ଆଖି ସାମ୍ନାରେ ଭାସିଯାଏ।
କେବେ କେବେ ଆନନ୍ଦ
ମନରେ ଖେଳି ଯାଏ ।
ଆଉ କେବେ କେବେ
ଦୁଃଖ ରେ କନ୍ଦାଇ ଦିଏ।
ଦାବାନଳର ଦହନରେ
ମନକୁ ଜଳାଇଦିଏ ।
ଦୁର୍ଘଟଣା ସବୁ ଅତୀତ
ହୋଇ ମନରେ ରହିଯାଏ ।