STORYMIRROR

Sudhakar Patro

Abstract

4  

Sudhakar Patro

Abstract

ଦ୍ଵିତୀୟ ଈଶ୍ୱର

ଦ୍ଵିତୀୟ ଈଶ୍ୱର

1 min
24K

ହୃଦ ବିଦାରକ

ଆକୁଳ କ୍ରନ୍ଦନ

ପ୍ରାଣ ରକ୍ଷା ପାଇଁ

ଆର୍ତ୍ତ ନିବେଦନ

ଚତୁଃ ପାର୍ଶ୍ଵେ ଖାଲି

ଆକୁଳ କ୍ରନ୍ଦନ

ନୀରବ ନିଶ୍ଚଳେ

ବସି ସନ୍ନିଧାନ

ଦେଖନ୍ତି ବକ୍ଷ ଓ

ହୃଦ ର ସ୍ପନ୍ଦନ

ହୋଇ ସ୍ଥିତପ୍ରଜ୍ଞ

କରନ୍ତି ନିଦାନ  


ଅନନ୍ତ ଈଶ୍ଵର

କରିଣ ସ୍ମରଣ

ପ୍ରଥମେ ବିଭୁ ଙ୍କ

ସାଙ୍କେତିକ ଚିହ୍ନ

ତତପରେ ହୁଏ

ଔଷଧ ପ୍ରଦାନ

ସେବା କାର୍ପଣ୍ୟ ର

ଅମୂଲ୍ୟ ରତନ

ଦ୍ଵିତୀୟ ଈଶ୍ୱର

ପ୍ରଣିପାତ ଘେନ 

ପ୍ରଣିପାତ ଘେନ  


  


Rate this content
Log in

Similar oriya poem from Abstract