Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhakar Patro

Inspirational

4  

Sudhakar Patro

Inspirational

ଏକତାର ବଳ

ଏକତାର ବଳ

1 min
23.5K


***   ଏକତାର ବଳ   ***

prompt 29


ଆଦିମ କାଳରୁ

ଆଦି ମାନବ ତ

ଆଦରି ନେଇଥିଲା

ଆଜୀବିକା ତଥା

ଆକ୍ରମଣରୁ ରକ୍ଷା ପାଇଁ

ସଂଘବଦ୍ଧ ଜୀବନ ଯାପନ

ସଂଯୁକ୍ତ ପାରିବାର 

ସହଯୋଗ ର ହାତ

ସୁଖରେ ଦୁଃଖରେ

ଚାଷରେ ବାସରେ

ଜନ୍ମରେ ମୃତ୍ୟୁ ରେ

ଆତ୍ମ ସୁରକ୍ଷା ରେ

ଶତୃ ସଂହାର ରେ

ଖେଳ ରେ କୁଦରେ

ନ୍ୟାୟ - ପଞ୍ଚାୟତ ରେ

ଏ ଗଣତନ୍ତ୍ର ଦେଶରେ

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ

ସଭିଙ୍କୁ ସୁଯୋଗ ବଞ୍ଚିବା ର

କର୍ତ୍ତବ୍ୟ ବୋଧତା ଆମର

ନିଶ୍ଚିତ ହେବା ଦରକାର

ହାତରେ ମିଶାଇଣ ହାତ

ଗଢ଼ିବା ସୁନାର ଭାରତ 


Rate this content
Log in