STORYMIRROR

Reeta aparajeeta Mohanty

Tragedy

4  

Reeta aparajeeta Mohanty

Tragedy

ଦି ବୁନ୍ଦା ଲୁହ

ଦି ବୁନ୍ଦା ଲୁହ

1 min
362

ତୁମେ ଦି ବୁନ୍ଦା ଲୁହ ଝରାଅକି ଝରାଅ ଆଖୁରୁ

ଅଶ୍ରୁ ର ଝରଣା

ଦୋଷ ଦେବିନି କଳଙ୍କ କାଳିମା ବୋଳିବିନି ପ୍ରଭୁ

ଯାହା ମୋର କର୍ମ ଫଳ କିଏ ବଦଳେଇ ପାରିବ

ମୋର ପୀଡାର ବୋଝ ମୁଁ ନିଜେ ବୋହିବି

ମୋ ଆଖିରେ ଯେତେ ହୁଏତ ଗତ ଜନ୍ମର ପ୍ରାଯଶ୍ଚିତର ଲୁହ।

ମୋ ଅନ୍ତର ଆହୁରି ସ୍ୱଚ୍ଚ ହେବ

ତୁମେ ଦୁଃଖର ଝରଣା ବୋହାଇ ଚାଲ

ମୋ କିନ୍ତୁ ପାଟିରୁ ଓହୋ ପଦେ କାଢିବିନି ସବୁ ସହି ଯିବି

ଲଦି ଲଦି ଦୁଃଖର ପାହାଡ ଶକ୍ତ ହେଇଗଲେଣି

ଉଭୟ ମନ ଓ ଦେହରୁ ।

ମୃତ୍ୟୁକୁ ଆଦୌ ଭୟ ନଥିଲା

ଜନ୍ମ ମତେ ଭୟ ଲାଗେ ମାୟାରେ ଘାଣ୍ଟି ହେବାର ଭୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy