ଦେ ପ୍ରିୟା ଚୁମ୍ବନ
ଦେ ପ୍ରିୟା ଚୁମ୍ବନ
ଦେ ଲୋ ପ୍ରିୟା ମୋତେ ତୋର ଚୁମ୍ବନ କୁ
ତୋର ସେଇ ଗୋଲାପୀ ଓଠର ଛୁଆଁକୁ
ତୋର ନାଲି ଓଠ ରେ ମୋତେ ଥରେ ଛୁଇଁ ଦେଇ ଯାଆ
ତୋର ପୀରତି ର ମଧୁ ଥରେ ଚଖେଇ ଦେଇ ଯାଆ
ତୋର ଚୁମ୍ବନ କୁ ନେଇ ଆଗକୁ ମୁ ବଢ଼ିବି
ତୋର ସାଥେ ସମ୍ପର୍କ କୁ ଦୃଢ କରି ଆଗେଇ ଯିବି
ତୁ ଯଦି ଆଉ କାହାକୁ ମୋ ଆଗେ ଚୁମ୍ବନ ଦେବୁ
ମୋ ପ୍ରେମ ରେ ଛଳନା କରି ପ୍ରତାରଣା କରିବୁ
ତୋର ମୋର ପ୍ରେମ ରହିବ ସାତ ଜନ୍ମ ସାକ୍ଷୀ ହୋଇ
ଆଲୋ ପ୍ରିୟା ଦେ ତୋ ଚୁମ୍ବନ ପ୍ରେମୀ ହେଲି ତୋ ପାଇଁ ।।

