STORYMIRROR

Puspanjali Sahu

Abstract

4.1  

Puspanjali Sahu

Abstract

ବର୍ଷା

ବର୍ଷା

1 min
138


ନିଛାଟିଆ ଜହ୍ନ ରାତିରେ

ତୁମ ହାତ ଧରି ଚାଲୁଚାଲୁ 

ଝରିଗଲା ଆକାଶରୁ ଅମାନିଆ ବର୍ଷା

ଭିଜେଇ ଦେବାକୁ ମୋ ନିରିମାଖି କଁଅଳ ଦେହକୁ।

ଅଜାଣତରେ ମୁଁ ଆଉଜି ପଡ଼ିଲି 

ତମ ଗରମ ଛାତି ଉପରେ

ପୁଣି ଝରି ପଡ଼ିଲା ବର୍ଷା

କିନ୍ତୁ ମୁଁ ଜାଣି ନଥିଲି 

କେଉଁଠୁ ଝରୁଥିଲା ସେ ଏବେ

ଆକାଶ ବୁକୁରୁ ନା ମୋ ନିରୀହ ଆଖିରୁ ।


Rate this content
Log in

Similar oriya poem from Abstract