Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Abstract Classics Others

3  

Hitesh Mohapatra

Abstract Classics Others

ବଞ୍ଚିବାକୁ ହେବ

ବଞ୍ଚିବାକୁ ହେବ

1 min
342



ଯାହା ଭି ହେଉ. .ବଞ୍ଚିବାକୁ ହେବ

ସମୟର ବଡଦାଣ୍ଡରେ 

ପ୍ରଚଣ୍ଡ ରୌଦ୍ର ତାପରେ 

ପାଦରେ ହେଲେ ଭି ଫୋଟକା 

ଚାଲିବାକୁ ହେବ । ୧ 


ପବନ ସରି ଆସୁଥିବା, ପୃଥିବୀରେ 

ଅଣନିଶ୍ୱାସୀ ହୋଇ 

ବଞ୍ଚିବାର ଅଭିନୟ କରି 

ଆୟୁ ଜାହାଜର ବସି 

ଭାସି ବାକୁ ହେବ । ୨ 


ଶ୍ରମର ଝାଳର ଶୋଷ ମେଣ୍ଟାଇ 

ପେଟ ପିଠି ଏକ କରି 

ଇଚ୍ଛା ଥାଉ କି ନଥାଉ 

ଖଟି ବାକୁ ହେବ । ୩ 


କାଳେ, ଆଜି ଜୀବନ 

ଛାଡି ଦେଇଥାନ୍ତି , ଭାବି 

ଛାଡି ନ ପାରି 

ଜୀବନରେ କିଛି ଥାଉ କ ନଥାଉ 

କିଛି ହେଉ କି ନହେଉ 

ଏହି ଜୀବନ କ ନେଇଁ , ବଞ୍ଚିବାକୁ ହେବ । ୪ 



Rate this content
Log in

Similar oriya poem from Abstract