STORYMIRROR

Hitesh Mohapatra

Romance Tragedy

2  

Hitesh Mohapatra

Romance Tragedy

ମୋର କିଛି କହିବାର ଅଛି

ମୋର କିଛି କହିବାର ଅଛି

1 min
21

ତୋତେ ମୋର କିଛି କହିବାର ଅଛି 

ଆଜି ବି ତୋତେ  ମୁଁ ଭଲ ପାଉଛି 

ହେଲେ ପ୍ରକାଶ କରିବା ଭୁଲି ଯାଇଛି 

ଆଜି ବି ତୋ ଉପରେ ରାଗ ଆସେ 

କିନ୍ତୁ ରାଗକୁ ପିଇଯିବା ମୁଁ ଶିଖି ଯାଇଛି 

ତୋ ସହ କଥା ହେବାପାଇଁ ଏବେ ବି ଇଚ୍ଛା ହୁଏ 

ମାତ୍ର ଇଚ୍ଛାକୁ ମାରିବାର କଳା ମୁଁ ଶିଖି ଯାଇଛି 

ଆଜି ବି ତୋର ଚିନ୍ତା ମୋତେ ହୁଏ 

ମାତ୍ର ଅଚିନ୍ତା ହେବାର ଶୈଳୀ ମୁଁ ଶିଖି ସାରିଛି 

ମନେ ପଡିଲେ ତୋ କଥା ଆଜି ବି ହୁଏ ଭାରି କଷ୍ଟ 

ମାତ୍ର କଷ୍ଟକୁ ଲୁଚାଇ ମିଛ ହସରେ ବଞ୍ଚିବା ମୁଁ ଶିଖି ଯାଇଛି । 



Rate this content
Log in

Similar oriya poem from Romance