STORYMIRROR

SUJATA DAS

Romance

3  

SUJATA DAS

Romance

ଶେଷ ଫଗୁଣର ଚିଠି

ଶେଷ ଫଗୁଣର ଚିଠି

1 min
299

ଫଗୁଣ ଗୋ ତୁମେ,,,,,

ଗଲା ପରେ ପରେ

ଯନ୍ତ୍ରଣା ଅନେକ ଏଠି

ହୃଦୟର ସବୁ

ଅବ୍ୟକ୍ତ କାହାଣୀ

ଲୁହରେ ଲେଖୁଛି ଚିଠି

ଦିବସଟା ସିନା

ଏମିତି କଟଇ

ରାତି ଲାଗେ ବିଷମୟ

ତୁମ ସ୍ମୃତି ସବୁ

ମାନସ ପଟରେ

କରନ୍ତି ଭାରି ଅଥୟ

ସ୍ୱାର୍ଥୀ ମତଲବୀ

ବୋଲି କହିଦେଲ

ହୃଦୟଠୁ କଲ ପର

ହସି ହସି ସବୁ

ନେବି ଆପଣାଇ

ବାନ୍ଧିଚି ପ୍ରୀତିର ଡୋର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance