ହୃଦୟେ ତୋର ରୁପକୁ ସ୍ଥାପିଛି
ହୃଦୟେ ତୋର ରୁପକୁ ସ୍ଥାପିଛି
ତୋର ସୁନ୍ଦରତା ଦେଖି,
ଆଖି ଗଲା ଲାଖି ।
ମନକୁ ଟାଣି ତ ନେଲୁ,
ପ୍ରୀତିର ଅବୀର ବୋଳି ଦେଲୁ ।
ତୋର ଦାଣ୍ଡେ ପାଦ ଦେଲି,
ତୋତେ ଛୁଇଁବାକୁ ମନ କଲି ।
ହୃଦୟେ ତୋର ରୁପକୁ ସ୍ଥାପିଲି,
ଭାବୁଛି ସମୟ ଚକ୍ରର ସ୍ରୋତରେ ।
ଖେଳୁଛେ ଚକା ଭଉଁରୀ ଏ ଜୀବନରେ,
ନଥିଲି ଜାଣି ଢେଉରେ ପଡିଯିବି ମୁହଁ ମାଡି ।
ଡାକୁଛି ମୋହର ଦୁଇ ହାତ ଯୋଡି
ରହିଥାଅ ସର୍ବଦା ମୋ କଷଣ ଦିଅ ଫେଡି ।