Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Action Classics Inspirational

3  

Sunanda Mohanty

Action Classics Inspirational

ବନ୍ଦନା

ବନ୍ଦନା

1 min
143


ବନ୍ଦଇ ମାଆ ଦୁର୍ଗା ଦୁର୍ଗତି ନାଶିନୀ

ପ୍ରଥମରେ ଶୈଳପୁତ୍ରୀ ମହିଷ ମର୍ଦ୍ଦିନୀ

ଦ୍ଵିତୀୟରେ ବ୍ରହ୍ମଚାରିଣୀ ଶାନ୍ତି ପ୍ରଡାୟିନୀ

ଜଗତ ଜନନୀ ମାଗୋ ଭୁବନମୋହିନୀ

କେତେ ବେଳେ କୋଉ ରୂପେ ଆଶା ପ୍ରଦାୟିନୀ

ଆଲୋକ ରେ ଉଦ୍ଭାସିତ ଭୁବନ ମୋହିନୀ

ରୋଗ ଋଣ ଶୋକ ଯାତନା ନେଉ ହରି

ମାଆ କାତ୍ୟାୟନୀ ଶୁଭ ବରଦାୟିନୀ

ଶକ୍ତି ସଂହତି ଅଧିଷ୍ଠାତ୍ରୀ କୃପାଳିନୀ

ଆଶା ଭରସା ପ୍ରଦାୟିନୀ ମାଆ ଭବାନୀ

ରକ୍ଷା କର କୃପା କରି ମାତା ମନସ୍ଵିନୀ

ଦଶଭୂଜା ମାଆ ଦୁର୍ଗା ସିଂହ ବାହିନୀ

ଆସ ଅବତରି ନବଦିନ ପୂଜା ଘେନି ଶୁଣ ଦୟିନୀ 

ନମସ୍ତେ ନମସ୍ତେ ମାଆ ଗୋ କଳୁଷ ନାସିନୀ

ଅଞ୍ଜଳି ପାତି ମାଗୁଛି ରଖ ମୋ ଦୟିନୀ

ସର୍ବେ ଭବନ୍ତୁ ସୁଖିନଃ ଆଶୀର୍ବାଦ ପ୍ରଦାୟିନୀ

ଘଣ୍ଟ ଘଣ୍ଟା ହୁଳହୁଳି ଶବ୍ଦେ କମ୍ପୁଛି ମେଦିନୀ

ଘେନ ଭକ୍ତି ନୈବେଦ୍ୟ ମାଆ ଶକ୍ତି ପ୍ରଦାୟିନୀ

ଯୁଗେ ଯୁଗେ ଦିବ୍ୟାଙ୍ଗ ଲଙ୍ଘେ ଗିରି କରୁଣାରୁ ଗୋବର୍ଦ୍ଧନୀ ।


Rate this content
Log in

Similar oriya poem from Action