ଆସୁଛେ ଓମିକ୍ରନ୍
ଆସୁଛେ ଓମିକ୍ରନ୍
କରୋନାଟା କଲା କରୁଣା
ବଦ୍ଲାଲା ସମିୟାର୍ ଅନ୍ସାରେଁ ତାର୍ ନାଁ |
ମାହାପୁରୁ ମିତାଲ୍ ନେଲା ଅବତାର୍
କରୁଛେ ପୁର୍ଥୀ କେ ନାର୍ ଖାର୍ |
ପହେଲା ଆଏଲା କରୋନା
ଖାଏଲା ଜୀବନ୍ ଖାଏଲା ସମ୍କିରର୍ ଧନା |
ତାର୍ ପରେଁ ଆଏଲା ଡେଲ୍ଟା
ଆମର୍ ଦେଶେଁ ନାଇଁ କରିଁ ହେତ୍କି ବିଦେଶେଁ ଦେଖେଇଛେ ତାର୍ ଖେଲ୍ ଟା |
ଇହାଦେ ଆସିଛେ ଓମିକ୍ରନ୍
ନେଲାନ ଓଡ଼ିଶା ନୁ ପହେଲା ଜୀବନ୍ |
ନିଜେଁ ହେଲେଁ ସଚେତନ୍
ବଁଚିବା ନିଜର୍ ଜୀବନ୍ |
ଜୀବନ୍ ବଁଚିଲେଁ ବଁଚିବା ତୁମର୍ ଧନ୍
ହ ସଭେ ଜଲ୍ଦି କର୍ଲା ସଚେତନ୍ |
ପିନ୍ହ ମାକ୍ସ
ପହେଲା ଇଟା ତୁମର୍ ଟାକ୍ସ୍ |
ରହ ସବୁବେଲେଁ ଧୁରିଆ ଧୁରିଆ
ଓମିକ୍ରନ୍ ରହେବା ତୁମର୍ ନୁ ଧୁରିଆ |