STORYMIRROR

Radhamohan Pujahari

Abstract Inspirational

4  

Radhamohan Pujahari

Abstract Inspirational

କବିତା : "ମୋ ବାପା"

କବିତା : "ମୋ ବାପା"

1 min
206

ବାପା ଶବଦରେ ଅଛି ସ୍ନେହ ଭାବ

କରୁଣା ର ସେ ପ୍ରତୀକ,

ବାପା ଶବଦଟି ବ୍ୟୋମଠୁ ବ୍ୟାପକ 

ମାଟି ଠୁ ନିବିଡ଼ ଅଧିକ ।


ବାପାଙ୍କର ସ୍ନେହ ଠାରୁ କିଛି ବଡ଼ 

ଦୁନିଆରେ ଆଉ ନାହିଁ,

ବାପାଙ୍କ ଶରଧା ସରାଗ ସନେହ 

ଆଉ ବା ମିଳିବ କାହିଁ ।


ବାପା ଡ଼ାକ ଖାଲି ଅନୁଭବି ପାରୁ 

ସିଏ ତ ଅବର୍ଣ୍ଣନୀୟ,

ଆଦି ଅନ୍ତ ସବୁ ବାପାଙ୍କଠୁ ହୁଏ 

ସଂସାରେ ସେ ଅଦ୍ୱିତୀୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract