ତୁମେ ଆସ୍ବ ବଲିଁ
ତୁମେ ଆସ୍ବ ବଲିଁ
1 min
240
ତୁମେ ଆସ୍ବ ବଲିଁ
ଟାଖିଛେ ମୋର୍ ମନ୍ ଟା
ଭାବୁଛେ ଇ ମନ୍
ତୁମେ ଆସ୍ଲେଁ ଫଗୁନ୍ ଫଗୁନ୍ ଲାଗ୍ବା ଜୀବନ୍ ଟା |
ବହୁତ୍ ଦିନୁ ଟାଖିଛେ ଇ ମନ୍ ଟା
ଜଲ୍ଦି ଜଲ୍ଦି ଆ ଧୈର୍ଯ୍ଯହରା ହେଇ ବସ୍ଲାନ ଇ ମନ୍ ଟା |
ତୁମର୍ ବିନା ଲାଗୁଛେ ଛିନା ଛିନା
ସମାନ୍ ଲାଗୁଛେ ଜୀନା ମର୍ନା |
ତୁମେ ଆସ୍ବ ବଲିଁ କହୁଛେ ମୋର୍ ମନ୍
ତୁମେ ଥରେ ଆସ ଫଗୁନ୍ ଫଗୁନ୍ କରିଦିଅ ଜୀବନ୍ |