STORYMIRROR

Nrusingha Panigrahi

Abstract Inspirational

2  

Nrusingha Panigrahi

Abstract Inspirational

ବନ୍ଦେ ଉତ୍କଳ ଜନନୀ

ବନ୍ଦେ ଉତ୍କଳ ଜନନୀ

1 min
2.8K


ଉତ୍କଳ ସନ୍ତାନ    କହୁଅଛି କାନେ

ଗର୍ବ କର ଆଜି   ମାତୃଭାଷା ତାନେ ।।

ଜନନୀ ମାଆ ର  ସୁପୁତ୍ର ଆମେ ରେ

କାହିଁ କି ଛାଡ଼ିବା  ମାତୃଭାଷା ବନେ ।।

କାନ୍ତ କବି ଆମ   ଓଡ଼ିଶା ର ଗୌରବ

କିବା ଉପମା ମୁଁ   ଦେବି କରି ବୈଭବ ।।

ମନେ ପଡେ ଆଜି  ଗୌରବ ଗରିମା

ଅବଶୋଷ ନ କର  ଇତିହାସ ରଚିବା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract