STORYMIRROR

Dr.Omm Prasad Pradhan

Abstract

2  

Dr.Omm Prasad Pradhan

Abstract

ଭୁଲିଯାଅ

ଭୁଲିଯାଅ

1 min
35


ଭୁଲିଯାଅ ତୁମେ ଅଭୁଲା ସ୍ମୃତିକୁ 

ଅଫେରନ୍ତା ନଈ ପରି 

ଅସମାପ୍ତ ସୁଖ ଆପଣାର କରି 

ସୁଖ ଗର୍ଭେ ଯାଅ ଫେରି 

ଦୁଃଖ ଯାତନା କୁ ପଦାଘାତ୍ କରି 

ସୁଖ ଅନ୍ୱେଷଣ କର 

ଶୁଷ୍କ ହୃଦୟକୁ ସୁଷଜ୍ଜିତ କରି  

ସଭିଙ୍କୁ ନିଜର କର ।


Rate this content
Log in

Similar oriya poem from Abstract