ଭାବନା
ଭାବନା


ତୁମେ ଯଦି ମୋତେ ସମାଲୋଚନା କର
ଏହା ତୁମକ ବାକ୍ ସ୍ଵାଧୀନତା
ଯଦି ମୁଁ ତୁମକୁ ସମାଲୋଚନା କରେ
ଏହା ମୋର ଅସହିଷ୍ଣୁତା ।
ତୁମେ ଯଦି ମୋର ବିଚାର କର
ତୁମେ ବୃଦ୍ଧିପ୍ରାପ୍ତ
ଯଦି ମୁଁ ତୁମର ବିଚାର କରେ
ମୁ ପଧାତୀ ।
ତୁମେ ଯଦି ମୋର ବିଶ୍ୱାସକୁ ପ୍ରଶ୍ନ କର
ତାହେଲେ ତୁମେ ଧର୍ମ-ନିରପେକ୍ଷ
ଯଦି ମୁଁ ତୁମ ବିଶ୍ୱାସକୁ ପ୍ରଶ୍ନ କରେ
ତା ହେଲେ ମୁଁ ସାଂପ୍ରଦାୟିକ ।
ତୁମେ ଯଦି ନିଜକୁ ରକ୍ଷା କର
ତୁମେ ଜଣେ ପୀଢିତ
ଯଦି ମୁଁ ନିଜକୁ ରକ୍ଷା କରେ
ତା ହେଲେ ମୁଁ ହିଂସୁକ ।
ତୁମେ ଯଦି ତୁମର ଭାବନାକୁ ଲେଖି
ଏହା ବୈପ୍ଳବିକ
ମୁଁ ଯଦି ମୋର ଭାବନାକୁ ଲେଖି
ଏହା ଷଡଯନ୍ତ୍ର ।
ତୁମେ ଯଦି ମାଢିଚାଲ
ଏହା ଏକ ପ୍ରତିବାଦ
ମୁଁ ଯଦି ମାଡିବାରେ
ଏହା ଏକ ହିଂସ୍ରଗୋଷ୍ଠୀ
ତୁମେ ଯଦି ଅଭିଯୋଗଟିଏ ଦାଖଲ କର
ତୁମେ ଆଇନ୍ ଅନୁଯାୟୀ ଚାଲୁଅଛ
ମୁଁ ଅଭିଯୋଗଟିଏ ଦାଖଲ କଲେ
ମୁଁ ଆଇନର ଅପବ୍ୟବହାର କରୁଅଛି ।
ବର୍ତମାନ ଜଣେ ଚିହ୍ନଟ କରୁ
ମୁଁ କିଏ ଓ ତୁମେ କିଏ |