Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Abstract Fantasy

4  

kahnu charan sahu

Abstract Fantasy

ବଦଳୁଥିବା ଦୁନିଆ

ବଦଳୁଥିବା ଦୁନିଆ

1 min
305


ଜୀବନ ଯୌବନ

ସ୍ବପ୍ନ ସ୍ୱାଭିମାନ

ସବୁକିଛି ପରିବର୍ତ୍ତନୀୟ

ଶବ ପାଲଟିଲା ପରେ

ଏ ସବୁର ଅର୍ଥ ହିଁ ଶୂନ୍ୟ ।


ସୁଖ ଦୁଃଖ

ଯାତନା ଯନ୍ତ୍ରଣା

ରାଗ ଅଭିମାନ

ସବୁକିଛି ଅଳ୍ପ କ୍ଷଣର

ହେଲେ ଅଭିଶପ୍ତ କରିଦିଏ

ବଞ୍ଚିଥିବା ଯାଏଁ ଜୀବନ ।


ବଦଳୁଥିବା ରାତି

ସାଥିର କଥା ବଖାଣେ

ଭୁଲିବାକୁ ଅଣ୍ଟାଭିଡିଥିବା ମନ

ପ୍ରତିଥର ହୃଦୟ ହାଣେ,

ବନ ପୋଡିଗଲେ ସମସ୍ତେ ଜାଣନ୍ତି

ମନ ପୋଡିଗଲେ କିଏ ବା ଜାଣେ ।।


Rate this content
Log in

Similar oriya poem from Abstract