STORYMIRROR

RAJANIKANT CHOUDHURY

Tragedy

3  

RAJANIKANT CHOUDHURY

Tragedy

ବାଲିଝଡ଼

ବାଲିଝଡ଼

1 min
107

ଅଜଣା ସହର ରେ ମୁଁ ଆଜି ଏକା

   ନିର୍ଜନ ରାସ୍ତାର ପଥିକ,,

ଅଲୋଡ଼ା ସମ୍ପର୍କର ମୁଁ ଅଛି ଏକା

    ଦଦରା ନାଆ ର ନାବିକ,।


 ମରୁଭୂମିର ମୁଁ କଣ୍ଟକିତ ତରୁ

    ବାଲି ଝଡ଼ର ଧୂଳିକଣା,,

ମେରୁ ଅଞ୍ଚଳର ହିମଖଣ୍ଡ ଯେ ମୁଁ

   ଚାଲି ଚାଲି ହୁଏ ଯେ ବଣା,।


ଅଷ୍ଟମ ଆଶ୍ଚର୍ଯ୍ୟରେ ମୁଁ ଆଜି ଚିହ୍ନା

  ହୋଇଛି କେତେ ଯେ ନିନ୍ଦିତ,,

ମଣିଷ ହୋଇକୀ ମୁଁ ଆଜି ଗର୍ବିତ

  ସବୁଥିରେ ଯେ ମୁଁ ବଞ୍ଚିତ,।


ସବୁ ପାପର ଯେ ପ୍ରାୟଶ୍ଚିତ ଅଛି

  ସବୁ ପୁଣ୍ୟର ମିଳେ ଫଳ,,

ଦୁନିଆ ଆଜି ପାପର ଗନ୍ତାଘର

   ସରିଆସିଲା କାଳବେଳ,।



Rate this content
Log in

Similar oriya poem from Tragedy