Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Romance Inspirational

3  

LALIT MOHAN DASH

Romance Inspirational

ବାଲିଘର

ବାଲିଘର

1 min
206



   ବିକ୍ଷୁବ୍ଧ ସାଗର  ଢେଉ ମାଳ ମାଳ

     ନୈସର୍ଗିକ ଶୋଭା ତାର

   ବିଭୋର ହୋଇଲି  ଦେଖି ଭାବୁଥିଲି

     ତୋଳି ଏକ ବାଲିଘର॥


   ବାଲିର ମହତ୍ତ୍ୱ   ପିଲାବେଳ ଖେଳ

      ସମୟ ସୁଅ ପ୍ରଖର

   ଭାବୁଅଛି ଆଜି   ଗଡିଲା ବୟସେ

     ନିଚମନା ତୋର ମୋର॥


   ବାଲି ଗରଡା ସେ  ଗଡି ଗଡି ଯାଏ 

     ଜୀବନ ପ୍ରଖର ସୁଅ

   ବାଲିର ପରସ୍ତ  କେତେ ଦୁଃଖ ସୁଖ 

     ନପାଇଲି ତାର ଖିଅ॥


    ତୋ ପାଖରେ ବସି ଭାବୁଛି ଏତିକି

      ହୀରା ମୋତି ସମତୁଲ

    ସାଗରର ଢେଉ  ନିମିଷେ ଭାଙ୍ଗିଲା

      କଲା କେତେ କଲବଲ॥


    ହୃଦୟ ପଥର   ଭାଙ୍ଗି ଦେଲା ମୋର

      ସିମେଣ୍ଟ ବାଲି ପଥର

    ସାଧାରଣ ବାଲି  ହେଉ ଅଛି ଭାଳି

      କେତେ ଭାଙ୍ଗ ରଙ୍ଗ ତାର॥      



Rate this content
Log in

Similar oriya poem from Romance