STORYMIRROR

Prafulla Kumar Tripathy

Tragedy

3  

Prafulla Kumar Tripathy

Tragedy

ଅତିତ

ଅତିତ

1 min
307

ଅତିତକୁ ଚାହିଁ ମୁଁ

କବିତା ଲେଖୁୁଛି ଆଜି

ବିରହ ଜ୍ବାଳାରେ ମୁଁ

ଯନ୍ତଣାରେ ଛଟପଟ।

ଅତିତକୁ ମୁଁ ଭୁଲିପାରୁନିି

ଭୁଲିନି ତା ଛବିକୁ ଥରେ।

ଲିଭିଯାଏ ଚିିହ୍ନ ଅଲିଭା ଯାଗାରୁ

ଜୀବନଟା ଛଟପଟ ହୋଇଯାଏ

କହିଯାଏ ବିଗତ ଦିନର ସ୍ମୃତି 

ଚିହ୍ନା ଚିହ୍ନା କେତେ ସ୍ଥତି।

ଏକ ନିର୍ଜନ କୋଠରି ଭିତରେ

ବିଗତ ଦିନର କଥା ମନେପଡେ।

ବିରଜନ କେବଳ ସାଥିରେ 

ଜୀବନଟା ଏକ ଚକ

ଗଡିଯିବ ବଡଦାଣ୍ତରେ

ଅତିତକୁ ପଛ କରି।

ବର୍ତମାନଟା ଅମାନିଆ

ପଛକୁ ଫେରିବାର ସମୟ ନାହିିଁ।

ସବୁ ଛାଡିଯିିବା ଅତିତକୁ

ସମୟ ଆମକୁ ଛାଡିବନି

ଦଗଧ ଦହନ ପିିଣ୍ତ

ଖେଳିବ ସ୍ବର୍ଗ ଦ୍ବାରରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy