Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhalaxmi Nayak

Abstract

3  

Subhalaxmi Nayak

Abstract

ଅସମାହିତ ପ୍ରଶ୍ନ

ଅସମାହିତ ପ୍ରଶ୍ନ

1 min
161


ହେ ସମୟ!

ଦିଅ ଗୋଟିଏ ପ୍ରଶ୍ନର ଉତ୍ତର

ପାଣି ଫୋଟକା ପରି ଜୀବନର

ଗତିପଥ ବଦଳାଇ ଦେଇ

ସତରେ କ'ଣ ତୁମ ମନ ସ୍ଥିର କରିପାର ?


ହେ ଜୀବନ!

କି ଅଦ୍ଭୁତ ପରିଚୟ ତୁମର

ସମୟ ସହିତ ତାଳ ଦେଇ

ଚମତ୍କାର ଅଭିନୟ କରି କରି

ତୁମେ କ'ଣ ହୃଦୟ ଜିଣି ନେଇପାର ?


Rate this content
Log in

Similar oriya poem from Abstract