STORYMIRROR

Dipti lekha Mishra

Abstract Inspirational Children

3  

Dipti lekha Mishra

Abstract Inspirational Children

ଅସଲି ନକଲି

ଅସଲି ନକଲି

1 min
149


ରୋଗୀ ନ ଗଲେ ଡାକ୍ତର ପାଖକୁ

 ଡାକ୍ତରଖାନା କି ଚାଲିବ

ଖାଇବା ଦରବେ ଅପମିଶ୍ରଣ ନ ହେଲେ

ରୋଗ ମାନବକୂ କି ଛୁଇଁବ !


ଏଇଟା ଖାଅନି

 ସେଇଟା ଖାଅନି

କହୁଥାନ୍ତି ଆମ ଡାକ୍ତର

ନିଜେ ବି ଖାନ୍ତି ନିଜ ଲୋକଙ୍କୁ ଖୁଆନ୍ତି

ଏ ନୁହଁ କି କୁସଂସ୍କାର?


ଅସଲି ଦରବ ରହେ

ନକଲି ମଣିଷ ପାଶେ

 ନକଲି ଦରବ ରହେ

ଅସଲି ମଣିଷ ପାଶେ

କାହାକୁ ଚିହ୍ନିବ କେମିତି

ଧରା ଶୋଷୁଛି 

ଏଠି ମହାବିଷ।



Rate this content
Log in

Similar oriya poem from Abstract