Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Nanda

Tragedy

3.9  

Alaka Nanda

Tragedy

ଅପରିଚିତ

ଅପରିଚିତ

1 min
200


ଗୋଟିଏ ଛାତ ର ତଳେ,

ଆମେ ଦିହେଁ ରହିଥିଲେ ା

ଗୋଟିଏ ଥାଳି ରେ ଖାଇ,

ପରସ୍ପର କୁ ଭଲ ପାଇ ା

ଏକା ସାଂଗେ ହସୁଥିଲେ,

ଏକା ସାଂଗେ କାନ୍ଦୁଥିଲେ

ଆମ ଦୁନିଆ ଗୋଟିଏ ଥିଲା,

ତେବେ ଅସୁବିଧା କାହିଁକି ହେଲା?

ଦୁଇଟି ଶରୀର , ଗୋଟିଏ ମନ,

ଦିହେଁ ଦିହିଁକର ଥିଲୁ ଯେ ପ୍ରାଣ ା

ପୁରୁଣା ସ୍ମ୍ରୁତି କରେ ଆହତ,

ଆଜି ଆମେ ଦିହେଁ ଅପରିଚିତ ା



Rate this content
Log in

Similar oriya poem from Tragedy