Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alaka Nanda

Fantasy

4  

Alaka Nanda

Fantasy

ପ୍ରେମ ଓ ପ୍ରେମିକା

ପ୍ରେମ ଓ ପ୍ରେମିକା

1 min
362


ତୁମେ ମୋ ପ୍ରେମ ମୁଁ ତୁମ ପ୍ରେମିକା

ତୁମେ ମୋ ଛାଇ ମୁଁ ଯେ ପ୍ରହେଳିକା। 

ତୁମେ ଯେ ସାଗର ମୁଁ ତଟିନୀ ର ଧାରା, ତୁମେଦେହେ ମିଶିବାକୁ ବହେ ଦିନ ସାରା।

ତୁମେ ମୋ ଚନ୍ଦ୍ର ମୁଁ ତୁମର ଯୋଛନା, 

କଇଁଫୁଲ ହେଇ କରେ ପ୍ରେମ ର କାମନା।

କୋକିଳ ଯେ ତୁମେ, ହେଲେ ମୁଁ ତୁମର ସୁର,

ତୁମେ ତ ଆକାଶ ଆଉ ମୁଁ ତାରା ଫୁଲ।

ମୁଁ ଅଟେ ସଜଫୁଲ,ତୁମେ ତ ଭ୍ରମର, 

ତୁମ ଆଗମନ ପାଇଁ ମନ ମୋ ଆକୁଳ।

 ମୁଁ ତୁମ ବରଷା, ଯଦି ତୁମେ ମେଘ ହୁଅ। ତୁମେ ମୋର ଆଖି ଆଉ ମୁଁ ତାର ଲୁହ। 

ପ୍ରେମ ଓ ପ୍ରେମିକା ଙ୍କ ସମ୍ପର୍କ ଅଟଇ ମଧୁର,

 ଯୁଗ ଯୁଗ ଧରି ତାଙ୍କ କାହାଣୀ ଅମର।



Rate this content
Log in