STORYMIRROR

Alaka Nanda

Abstract

4  

Alaka Nanda

Abstract

ଅନୁଭବ

ଅନୁଭବ

1 min
315

ଆମ ଜୀବନର ଯେତେ ଖଟାମିଠା ଅନୁଭୁତି,

ଧୀରେଧୀରେ ହୁଏ ସବୁ ମନ ର ମଧୁର ସ୍ମ୍ରୁତି ା

ମାନ ଅଭିମାନ ଆଉ ରଗା ରୁଷା ଯେତେ,

ଜୀବନ୍ତ ଲାଗେ ସବୁ ଏ ସମୟେ ମତେ ା

ଶୁଭେ ତମ କଥା ମୋର କାନେ ସଦାବେଳେ,

ହଜିଯାଏ ସପନ ରେ ଶୋଇ ତୁମ କୋଳେ ା

ହଠାତ୍ ପାଲଟି ଯାଏ ସପନ ଟି ଶବ,

ଛାତି ତଳେ ଲୁଚିଯାଏ ସବୁ ଅନୁଭବ ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract